କବି ଭରତଚନ୍ଦ୍ର ଦାଶଙ୍କ କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପିତ

ଭଦ୍ରକ /ତିହିଡି : ମଣିଷ ଜୀବନର ଅନୁଭୂତି ଓ ଉପଲବ୍ଧିକୁ ନେଇ କବିଟିଏ କବିତା ରଚନା କରେ। ସେ ଅନୁଭୁତିରେ ଥାଏ ବିରହ ,ବିଚ୍ଛେଦ ,ଦୁଃଖ ,ଅବସାଦ ଓ ଅବଶୋଷ। କବି ପ୍ରେମକୁ ନେଇ ପ୍ରେମ କବିତା ମଧ୍ୟ ଲେଖେ। ଏହି ପ୍ରେମ କବିତା ଶାଶ୍ୱତ ହେଲେ ପାଠକୀୟ ଆଦୃତି ଲାଭ କରିଥାଏ ଓ କାଳଜୟୀ ହୁଏ ବୋଲି କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। … Continue reading କବି ଭରତଚନ୍ଦ୍ର ଦାଶଙ୍କ କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପିତ